କାଁ ହେଲାଯେ ଅଧିକାଂଶ ଲୋକ କେଭେ ଧନି ନେଇ ହୁଅନ୍
ଅଧିକାଂଶ ଲୋକ କେଭେ ଧନି ନେଇ ହୁଅନ୍ କାଏଁ କରି ଇ କଥା ଆମେ ସଭେ କେଭେ ନି କେଭେ ଭାବିଥିସାଁ,ଯେ ଅଧିକାଂଶ ଲୋକ୍ କାଏଁ କରି କେଭେ ଧନି ନେଇ ହୁଅନ୍ ଆର୍ ଅଧା ଲୋକ ଥିସନ୍ ଯେ କୋଟି କୋଟି ଟଙ୍ଗା କମଉଥିସନ୍। ତ ଚାଲ ସେ କେତେଟା କାରଣ୍ ଅଛେ ସେଟା ଜାନ୍ମା ଜେନ୍ଥିର୍କାଜି ଅଧିକାଂଶ ଲୋକ୍ କେଭେ ଧନି ନେଇ ହୁଅନ୍। ୧ . ପହେଲା କାରଣ୍ ହଉଛେ ଚାକ୍ରି ଉପରେ ବିଶ୍ୱାସ କର୍ବାର୍ ଜୀବନର ଗୁଟେ ମାତ୍ର ଉପାୟ। ୨. ସମାଜ ଆର୍ ମାଁ ବୁଆ ର୍ ଉପରେ ଭାବିକରି ନିଜର କେରିୟର ବରାବର୍ଟା। ୩. କେନ୍ସି କାମ୍ ଗୁଟେକଲେ ଫେଲ୍ ହେଇଯିମି ବଲି ଡର୍ବାର୍ଟା। ୪. ଜେନ୍ମନେ ଜୀବନେ Success ନି ହେଇଥିବେ ସେମନ୍କର୍ନୁ ବୁଝାସୁଝା କର୍ବାର୍ଟା। ପରାମର୍ଶ ନେବାର୍ ୫. Income କେ ବଢ଼ାବାର୍ ପଲ୍ଟା Saving କେ ଧ୍ୟାନ୍ ଦେବା । ୬. ଧନିଆ ହେବାର୍ଟା ଭାଗ୍ୟର୍ଖେଲ୍ ବଲି ଭାଵ୍ବାର୍ଟା।ଧନି ଲୋକ କେ ଦେଖିକରି। ୭. କେନ୍ସି Investment ନେ ଫେଲ୍। ୮. ନିଜର୍ ଆର୍ଥିକ ଲକ୍ଷ ନି ବନାବାର୍ଟା। ୯. ସେମନ୍କର୍ ଯେତ୍କି କମାନି ନି ଥେ ତାର୍ନୁ ଅଧିକା ଖର୍ଚ୍ଚା କର୍ବେ। ୧୦. ଲଗାତାର୍ ବାହାନା ବନାବେ। ୧୧. କିଛି ନୂଆଁ ଜିନିଷ୍ ନି ଶିକନ୍। ୧୨. ଆତ୍ମ ସଂଯମ୍ ର ଅଭାବ। ଇଟା ହଉଛେ ଅଧିକାଂଶ ଲୁକର୍ ସମସ୍ୟା ଜେନ୍ଥିର୍ ଲାଗି ସେମନେ ଜୀବନେ ଧନ୍ କମେଇ ନି ପାରତ୍। ...